ସିଙ୍ଗାପୁର ଓପନ ଜିତି ଇତିହାସ ରଚିଲେ ପିଭି ସିନ୍ଧୁ

ଇତିହାସ ରଚିଲେ ପିଭି ସିନ୍ଧୁ। ପ୍ରଥମଥର ପାଇଁ ସିଙ୍ଗାପୁର ଓପନ ଜିତି ସେ ଇତିହାସ ରଚିଛନ୍ତି । ଦୁଇ ଦୁଇ ଥର ଅଲିମ୍ପିକ ପଦକ ବିଜେତା ସିନ୍ଧୁ ଫାଇନାଲରେ ଚୀନ୍‌ର ଷ୍ଟାର୍‌ ଖେଳାଳି ୱାଙ୍ଗ ଝି ୟିଙ୍କୁ ୨୧-୯, ୧୧-୨୧, ୨୧-୧୫ରେ ହରାଇଛନ୍ତି। ତିନି ସେଟ୍ ଧରି ଚାଲିଥିବା ମ୍ୟାଚରେ ସିନ୍ଧୁ ପ୍ରଥମେ ବିଜୟରୁ ଯାତ୍ରା ଆରମ୍ଭ କରିଥିଲେ। ସେ ପ୍ରଥମ ସେଟରେ ଚାଇନାର ଖେଳାଳି ୱାଙ୍ଗଙ୍କୁ ୨୧-୯ ରେ ପରାସ୍ତ କରିଥିଲେ। ୱାଙ୍ଗ ତା’ପରେ ପ୍ରତ୍ୟାବର୍ତ୍ତନ … Continue reading ସିଙ୍ଗାପୁର ଓପନ ଜିତି ଇତିହାସ ରଚିଲେ ପିଭି ସିନ୍ଧୁ